• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Election-2019

One suspended, show cause to 27 for dereliction of duty

November 7, 2019 By Sibdas Kundu Leave a Comment

Balasore, November 7 (LocalWire): The district administration on Wednesday suspended a block-level officer on the charges of dereliction of duty and issued a show-cause notice to 27 others on the same ground.

The officials were part of the team that was tasked with verification of the Electors Photo Identity Card.

According to reports, Sukanti Mishra, the headmistress of a school was deputed for verification and correction of voter identity card for booth number 7 under Remuna block.

Her negligence came to light during the visit by sub-collector Nilu Mohapatra to inspect and review the progress of verification work.

Sources also revealed that 27 others, including 25 teachers and two Angawndi workers, were also issued with show-cause notices asking them to submit their reply within three days on why the department should not take any disciplinary action against them.

The verification of voter ID began on 25 September and is expected to be completed by 18 November this year.

LocalWire

Filed Under: Election-2019, English Tagged With: Balasore, Election-2019, Odisha

ବିଜେପୁରରେ କଂଗ୍ରେସର ବିପର୍ଯ୍ୟସ୍ତ ପାଇଁ ଦଳୀୟ ନେତୃତ୍ଵ ଦାୟୀ : ଭକ୍ତ ଦାସ

October 26, 2019 By LocalWire Leave a Comment

କଟକ,ଅକ୍ଟୋବର ୨୬ (ଲୋକାଲ ୱାୟାର): ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ବି ଏଥିରେ ଭାଗ ନେଲାଭଳି ଲାଗୁନଥିଲା ଆଉ ଦଳର ଭୋଟ ବ୍ୟାଙ୍କ ବିଜେପି ଆଡକୁ ଯାଉଥିଲେ ବି ଦଳ ନିରବ ଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।

ଏହି ପରିପ୍ରେକ୍ଷୀରେ ଦଳର ରାଜ୍ୟ ନେତୃତ୍ବ ଉପରେ ଏଆଇସିସି ଦୃଢ ନିଷ୍ପତି ନେବାର ଆବଶ୍ୟକତା ରହିଛି ବୋଲି ଭକ୍ତ କହିଛନ୍ତି।

ସେ କହିଛନ୍ତି ଯେ, ପଶ୍ଚିମ ଓଡିଶା ଏକଦା କଂଗ୍ରେସର ଗଡ଼ ଥିଲା । ହେଲେ ସେହି ବିଜେପୁରରେ ଚଳିତ ଉପନିର୍ବାଚନରେ କଂଗ୍ରେସ ମାତ୍ର ୫୮୭୧ ଖଣ୍ଡ ଭୋଟ ପାଇଛି।

ଓଡିଶା କଂଗ୍ରେସ ପାଇଁ ଏହା ଆତ୍ମସମୀକ୍ଷାର ବେଳ ଏବଂ ଏଥିପାଇଁ ଖୋଦ କଂଗ୍ରେସ ନେତୃତ୍ୱ ଦାୟୀ ବୋଲି ଭକ୍ତ କହିଛନ୍ତି ।

ଲୋକାଲ ୱାୟାର

Filed Under: Election-2019, Odia Tagged With: Election-2019, ଓଡିଶା, କଟକ

BJD wins Bijepur by-election

October 24, 2019 By LocalWire Leave a Comment

Bhubaneswar, October 24 (LocalWire): The ruling Biju Janata Dal (BJD) registered a comprehensive victory over its nearest rival BJP in the Bijepur by-election in Bargarh district with 97,994 vote margin.

While the BJD candidate Rita Sahu polled 1,35,949 votes, his nearest rival BJP’s Sanat Gadtia came a distant second with 37,955 votes.

The Indian National Congress candidate Dillip Panda lagged well behind managing to secure just 5,871 votes, losing his security deposits for getting less than 10% votes polled.

The by-poll in Bijepur assembly seat in Bargarh district was necessitated after Chief Minister Naveen Patnaik resigned from the seat and retained the Hinjili assembly segment in Ganjam district.

LocalWire

Filed Under: Election-2019, English Tagged With: Bhubaneswar, Election-2019, Odisha

As counting proceeds, BJD continues to lead In Bijepur

October 24, 2019 By LocalWire Leave a Comment

Bhubaneswar, October 24 (LocalWire): The ruling Biju Janata Dal (BJD) is leading over its nearest rival BJP in the Bijepur by-poll in Bargarh district as per the latest trends emerging from district election officer.

The BJD candidate Rita Sahu is reported to be leading by a margin of 65,572 votes over BJP’s Sanat Gadtia after the completion of the latest rounds of EVM counting.

While the BJD has so far received 90,353 votes, the BJP candidate has so secured only 24,781 votes. The Indian National Congress lags way behind with a meager 3,787 votes.

The by-poll in Bijepur assembly seat in Bargarh district was necessitated after Chief Minister Naveen Patnaik resigned from the seat and retained the Hinjili assembly segment in Ganjam district.

Filed Under: Election-2019, English Tagged With: Bhubaneswar, Election-2019, Odisha

ଆଜି ଆସିବ ବିଜେପୁର ଉପନିର୍ବାଚନ ଫଳ, ଗଣତି ଜାରି

October 24, 2019 By LocalWire Leave a Comment

ବରଗଡ଼, ଅକ୍ଟୋବର ୨୪ (ଲୋକାଲ ୱାୟାର): ଆଜି ବିଜେପୁର ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି।

୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ ଟେବୁଲରେ ୨୧ଟି ରାଉଣ୍ଡରେ ଏହି ଭୋଟ ଗଣତି ହେବ।

ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ୍, ମାଇକ୍ରୋ ଅବଜରଭର୍ ଏବଂ କାଉଣ୍ଟିଂ ସୁପରଭାଇଜର ଅଛନ୍ତି ଓ ଗଣତିରେ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।

ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମର ହିଞ୍ଜିଳି ଓ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ଦୁଇଟିଯାକ ଆସନରେ ବିଜୟୀ ହୋଇ ପରେ ବିଜେପୁର ସିଟ୍ ଛାଡ଼ିଦେଇଥିଲେ।

ଏଥିପାଇଁ ଗତ ୨୧ ତାରିଖ ଭୋଟ ଗ୍ରହଣ କରାଯାଇଥିଲା।

ନିର୍ବାଚନ ମଇଦାନରେ ପାଞ୍ଚ ଜଣ ପ୍ରାର୍ଥୀ ଥିବାବେଳେ ଆଜି ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

ଲୋକାଲ ୱାୟାର

Filed Under: Election-2019, Odia Tagged With: Election-2019, ଓଡିଶା, ନିର୍ବାଚନ, ବରଗଡ

୪ ଜିଲ୍ଲା ପରିଷଦ, ୧୭ ସରପଞ୍ଚ ପଦ ପାଇଁ ନିର୍ବାଚନ ଘୋଷଣା

October 22, 2019 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨୨(ଲୋକାଲ ୱାୟାର): ରାଜ୍ୟର ୨୭ ଜିଲ୍ଲାରେ ଖାଲି ପଡ଼ିଥିବା ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦ ପାଇଁ ଓଡ଼ିଶା ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି ।

୪ଟି ଜିଲ୍ଲା ପରିଷଦ, ୧୭ଟି ସରପଞ୍ଚ, ୨୧ଟି ସମିତି ସଭ୍ୟ ଓ ୩୦୩ଟି ୱାର୍ଡ ମେମ୍ବର ପଦ ନିମନ୍ତେ ଏହି ଉପନିର୍ବାଚନ ହେବ ।

ଏସବୁ ଅଞ୍ଚଳରେ ନିର୍ବାଚନ ଶେଷ ହେବା ଯାଏଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ମଧ୍ୟ ଆୟୋଗ ଘୋଷଣା କରିଛନ୍ତି ।

ଉପନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀମାନେ ଚଳିତ ମାସ ୨୯ ତାରିଖରେ ବିଜ୍ଞପ୍ତି ଜାରି କରିବେ ।

ଅକ୍ଟୋବର ୩୧ରୁ ନଭେମ୍ବର ୨ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ, ୪ ତାରିଖରେ ଯାଞ୍ଚ ଏବଂ ୫ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ୭ ତାରିଖ ଯାଏଁ ନାମାଙ୍କନ ପ୍ରତ୍ୟାହାର କରିହେବ ଏବଂ ସେହି ଦିନ ଅପରାହ୍ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ନଭେମ୍ବର ୨୭ ତାରିଖରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ମତଦାନ ହେବ ଏବଂ ୨୮ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ ।

ବିଜ୍ଞପ୍ତିରୁ ପ୍ରକାଶ, ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଯାଜପୁର ଜିଲ୍ଲାର ଦାନଗଦି ଏବଂ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଓ ଦଶମନ୍ତପୁର ଜିଲ୍ଲା ପରିଷଦ ଜୋନରେ ଉପନିର୍ବାଚନ ହେବ ।

ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାର ଦୁଇଟି ଲେଖାଏଁ ପଞ୍ଚାୟତର ସରପଞ୍ଚ ପଦବି ଏବଂ ଅନୁଗୁଳ, ଭଦ୍ରକ, ନବରଙ୍ଗପୁର, ରାୟଗଡ଼ା,ଗଜପତି, କନ୍ଧମାଳ ଓ ପୁରୀ ଜିଲ୍ଲାର ଗୋଟିଏ ଲେଖାଏଁ ସରପଞ୍ଚ ପଦ ପାଇଁ ଉପନିର୍ବାଚନ ହେବ ।

ଅନୁଗୁଳ, ବରଗଡ଼, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, ପୁରୀ, ସୁନ୍ଦରଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ ମାଲକାନଗିରି ଆଦିି ୧୫ଟି ଜିଲ୍ଲାର ୨୧ଟି ସମିତି ସଭ୍ୟ ପଦରେ ମଧ୍ୟ ଭୋଟ ହେବ ।
ବିଭିନ୍ନ ଜିଲ୍ଲାର ୩୦୩ଟି ୱାର୍ଡ ମେମ୍ବର ପଦରେ ମଧ୍ୟ ନିର୍ବାଚନ ପାଇଁ ଘୋଷଣା କରାଯାଇଛି ।

ଲୋକାଲ ୱାୟାର

Filed Under: Election-2019, Odia Tagged With: Election-2019, ଅନୁଗୁଳ, ଓଡିଶା, କନ୍ଧମାଳ, ଗଜପତି, ଗଞ୍ଜାମ, ବରଗଡ, ଭଦ୍ରକ, ଭୁବନେଶ୍ୱର, ଯାଜପୁର, ରାୟଗଡା

ବିଜେପୁରରେ ଅପରାହ୍ଣ ୫ଟା ସୁଦ୍ଧା ୭୨% ମତଦାନ

October 21, 2019 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨୧(ଲୋକାଲ ୱାୟାର): ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସୋମବାର ଅନୁଷ୍ଠିତ ଉପନିର୍ବାଚନରେ ଅପରାହ୍ଣ ୫ଟା ସୁଦ୍ଧା ୭୨% ରୁ ଅଧିକ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ଏହି ଭୋଟ ପ୍ରତିଶତ ସମ୍ପୂର୍ଣ୍ଣ ଭୋଟିଂ ରିପୋର୍ଟ ମିଳିବା ପରେ ବୃଦ୍ଧି ପାଇବା ସମ୍ଭାବନା ଅଛି ବୋଲି କୁହାଯାଇଛି ।

ତେବେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ଉଲ୍ଳେଖଯୋଗ୍ୟ, ବିଜେପୁରରେ ମତଦାନ ପାଇଁ ୨୮୫ଟି ପୁଲିଂ ବୁଥ୍ କରାଯାଇଛି । ନିର୍ବାଚନ ମୈଦାନରେ ଭିନ୍ନ ଭିିନ୍ନ ଦଳର ୫ ଜଣ ପ୍ରାର୍ଥୀ ଥିବା ବେଳେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା ।

ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ, କଂଗ୍ରେସରୁ ଦିଲ୍ଲୀପ କୁମାର ପଣ୍ଡା, ଅଖିଳ ଭାରତ ହିନ୍ଦୁ ମହାସଭାର ଅଶୋକ ମିତ୍ତଲ ଓ ନିର୍ଦ୍ଦଳୀୟ ବୃନ୍ଦାବନ ପୁରୋହିତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଆସନ୍ତା ୨୪ ତାରିଖ ରେ (ଗୁରୁବାର) ଭୋଟ୍ ଗଣତି ହେବ ।

ଲୋକାଲ ୱାୟାର

Filed Under: Election-2019, Odia Tagged With: Election-2019, ଓଡିଶା, ବରଗଡ, ଭୁବନେଶ୍ୱର

ବିଜେପୁରରେ ଅପରାହ୍ଣ ୧ଟା ସୁଦ୍ଧା ୩୭.୧୦% ମତଦାନ

October 21, 2019 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨୧ (ଲୋକାଲ ୱାୟାର): ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସୋମବାର ଉପନର୍ବିଚନ ଅନୁଷ୍ଠିତ ହେଉଥିବା ବେଳେ ଅପରାହ୍ଣ ୧ଟା ସୁଦ୍ଧା ୩୭.୧୦ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ସୁରୁଖୁରୁରେ ଯେପରି ନିର୍ବାଚନ ଅନୁଷ୍ଠିତ ହେବ ସେ ଦିଗରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଲୋକମାନେ ଭୋଟ ଦେବାକୁ ବୁଥ ସମ୍ମୁଖରେ ଧାଡ଼ିଛନ୍ତି ।

ଲଗାତର ୩ ଥର ଏହି ନିର୍ବାଚନମଣ୍ଡଳୀ ଭୋଟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଲୋକଙ୍କର ଉତ୍ସାହ ହ୍ରାସ ପାଇନାହିଁ ।

ମାଓ ପ୍ରବଣ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବରପାଲି ବ୍ଲକର ଆଗଲପୁର ବ୍ଲକରେ ଜଣେ ଶତାୟୁ ଉତ୍ସାହର ସହ ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା ।

ପ୍ରମୁଖ ତିନି ଦଳ ବିଜେଡି, କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ରୀତା ସାହୁ, ଦିଲ୍ଲୀପ ପଣ୍ଡା ଏବଂ ସନତ ଗଡ଼ତିଆ ମଧ୍ୟ ବୁଥରେ ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇ ଆସି ଭୋଟ ଦେଇଥିଲେ ।

ଏଥିସହ ସେମାନେ ଲୋକମାନେ ବହୁ ସଂଖ୍ୟା ମତଦାନ ସାବ୍ୟସ୍ତ କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ।

ଏହି ନିର୍ବାଚନମଣ୍ଡଳୀରେ ମୋଟ ୨.୩୨ ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ ।

ଲୋକାଲ ୱାୟାର

Filed Under: Election-2019, Odia Tagged With: Election-2019, ଓଡିଶା, ବରଗଡ, ଭୁବନେଶ୍ୱର

ବିଜେପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ (ଅପଡେଟ୍)

October 21, 2019 By LocalWire Leave a Comment

ଭୁବନେଶ୍ବର, ଅକ୍ଟୋବର ୨୧ (ଲୋକାଲ ୱାୟାର): ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବାବେଳେ ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଭୋଟରଙ୍କ ମଧ୍ୟରେ ୧ ଲକ୍ଷ ୨୦ ହଜାର ୧୩୫ ପୁରୁଷ, ୧ ଲକ୍ଷ ୧୨ ହଜାର ୧୧୪ ମହିଳା ଓ ୧୫ ଜଣ ତୃତୀୟଲିଙ୍ଗୀ ଅଛନ୍ତି ।

ଆଜି ଅପରାହ୍ନ ପାଞ୍ଚଟାରେ ଭୋଟଦାନ ଶେଷ ହେବ ଓ ଆସନ୍ତା ୨୪ ତାରିଖରେ ଗଣତି କରାଯିବ।

ଲୋକାଲ ୱାୟାର

Filed Under: Election-2019, Odia Tagged With: Election-2019, ଓଡିଶା, ଭୁବନେଶ୍ୱର

Polling begins in Bijepur, 11% votes cast till 9 am

October 21, 2019 By LocalWire Leave a Comment

Bhubaneswar, October 21 (LocalWire): Polling has begun for the bypoll to Bijepur Assembly constituency on Monday amid tight security.

According to sources, the voting has been brisk in all the polling booth and an estimated 11% of a total of 2.32 lakh voters had exercised their franchise till 9 am.

In the morning hours, women voters have outnumbered male voters across 285 polling booths.

The administration had made arrangements for convenience for elderly persons and physically challenged people by pressing into service auto-rickshaws in the gram panchayats.

“This is being done strictly in accordance with Election Commission of India’s guidelines,” the officials said.

Elaborate security arrangements have been put in place to ensure fair and peaceful polling, including the deployment of the state police and the Central Armed Police Force (CAPF).

The by-poll in Bijepur assembly seat in Bargarh district was necessitated after chief minister Naveen Patnaik resigned from the seat to retain the Hinjili assembly segment in Ganjam district.

The counting of votes will be held on 24 October 2019.

LocalWire

Filed Under: Election-2019, English Tagged With: Bhubaneswar, Election-2019, Odisha

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 91
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire