• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Festivals

Rath Yatra conducted at Fremont Hindu Temple in America

July 6, 2020 By LocalWire Leave a Comment

California, July 7 (LocalWire) Fremont Hindu Temple, the first abode of Lord Jagannath in Bay Area, California, USA, hosted the annual Ratha and Bahuda Yatra on June 27 and July 4 respectively.

While the holy festival usually attracts thousands of devotees, this year the Ratha Yatra was held in a restricted manner with a limited number of approximately 20 devotees with heightened precautions, maintaining social distancing and wearing masks owing to the pandemic.

For the thousands of devotees who could not join, a live telecast of the Ratha Yatra was organized which gave 7000 plus devotees glimpses of the Holy Trinity on their TV, mobile phones and laptops.

Says Dr. Romesh Japra, Chairman of the Fremont Temple, “Due to the pandemic all of our programs such as Holi and Shivaratri were shut down. However, by Lord Jagannath’s grace, we could follow our annual tradition of completing the rituals of Rath Yatra.

It’s a blessing for us that due to the efforts of the temple management this could be achieved.”

He appreciated the contribution of a senior Odia member and committed devotee, the late Shri Deba Mohanty, who was instrumental in initiating the first Ratha Yatra in Silicon Valley, here at Fremont Hindu Temple.

Shri Rajesh Verma, President of Fremont Temple echoed the same sentiments and invited devotees to participate in the Temple’s online activities.

Ratha Yatra rituals started by offering pooja to deities, “Pahandi” to Ratha followed by “Chera Pahara” starting the preparatory rituals for readying the chariot for pulling.

Radhika Saini from Nataraj School of Dance performed traditional Odissi dance in front of the chariot before the chariot was pulled by the devotees with Kirtan and Bhajan and the chants of “Jai Jagannath” led by Kirtan Mellows of Silicon Valley Iskcon temple.

Various prasad were prepared for the three lords and distributed amongst the devotees. Then the three lords were moved to the “Gundicha” temple and the rest of the rituals were performed over there.

The rituals were rounded off with bhajans by Bay Area artiste Alka Bhatnagarji with our Odia singers and devotees and Tabla by Jasho that filled the environment with devotion.

Bahuda Yatra was quieter and Lord Jagannath’s Niladri Bije was completed with the beautiful Suna Besa.

The Fremont Temple tried to keep the last 26 years of Ratha Yatra tradition alive amidst the coronavirus pandemic with the belief that “Jagatara Natha” will shower blessings over devotees across the world to overcome this pandemic.

LocalWire

Filed Under: Celebration, English, Festival, Festivals, Happenings, Special Tagged With: Odisha

ଅଳ୍ପ ଭକ୍ତଙ୍କ ଗହଣରେ କାଲିଫର୍ଣ୍ଣିଆରେ ପାଳନ ହେଲା ରଥଯାତ୍ରା ଓ ବାହୁଡା ଯାତ୍ରା

July 6, 2020 By LocalWire Leave a Comment

କାଲିଫର୍ଣ୍ଣିଆ, ଜୁଲାଇ ୬ (ଲୋକାଲ ୱାୟାର) : ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା ବିଦେଶରେ ମଧ୍ୟ ପାଳିତ ହୋଇଛି ।

କରୋନା ଗାଡ୍‌ଲାଇନ୍ ପାଳନ କରି କିଛି ଭକ୍ତଙ୍କୁ ନେଇ ଆମେରିକାସ୍ଥିତ ଫ୍ରିମଣ୍ଟ ଜଗନ୍ନାଥ ମନ୍ଦିରରେ ଏହି ଉତ୍ସବ ପାଳନ କରାଯାଇଛି ।

ଆମେରିକାର କାଲିଫର୍ଣ୍ଣିଆରେ ଥିବା ଏହା ହେଉଛି ପ୍ରଥମ ଜଗନ୍ନାଥ ମନ୍ଦିର ।

ଏଠାରେ ଜୁନ୍ ୨୭ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡାଯାତ୍ରା ଆୟୋଜନ କରାଯାଇଥିଲା ।

ପ୍ରତିବର୍ଷ ରଥଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ହେତୁ ଏଥିରେ ସୀମିତ ସଂଖ୍ୟକ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ।

ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ମହାପ୍ରଭୁଙ୍କ ରଥ ଟାଣି ଥିଲେ ।

ଯେଉଁମାନେ ସେଠାରେ ଉପସ୍ଥିତ ନ ଥିଲେ ସେମାନଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ କରାଯାଇଥିଲା । ଟିଭି ଦ୍ୱାରା ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ପ୍ରଭୁଙ୍କ ଦର୍ଶନ କରିପାରିଥିଲେ ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ମଧ୍ୟ ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ଗହଣରେ ସଂପନ୍ନ ହୋଇଥିଲା ।

ସୂଚନାଯୋଗ୍ୟ, ଫ୍ରିମଣ୍ଟ ଜଗନ୍ନାଥ ମନ୍ଦିରରେ ଏହି ପରମ୍ପରା ଦୀର୍ଘ ୨୬ ବର୍ଷ ହେବ ପାଳନ ହୋଇଆସୁଛି ।

ଲୋକାଲ ୱାୟାର

Filed Under: Cultural, Festival, Festivals, Happenings, Odia, ବିଶେଷ Tagged With: ଆମେରିକା, ଓଡିଶା, ବିଶେଷ, ରଥଯାତ୍ରା

History unfolds: Lord Jagannath sets out without his escort of devotees

June 23, 2020 By Sneha Santuka Leave a Comment

Puri, June 23 (LocalWire): Unheard and unseen in living memory, the Lord Jagannath today set out on his 9-day long sojourn without his convoy of loving devotees.

The Lord steps out of his home every year, at the call of his devotees, but this year, no devotees are to be seen.

Devotees of the lord of the universe watched the slow progress of his procession on their televisions, as the COVID-19 pandemic forced them to stay home this year.

Chief Minister Naveen Patnaik himself tuned in to watch the live screening of the Ratha Yatra on television, as the Lord made his way to his aunt’s place.

There is no throng of faithful devotees this year, ushering the Lord and showering their love on him as they do so.

Sirens of ambulances carrying the unconscious are not to be heard this time around.

There is no crowd to be seen anywhere, neither on the chariot nor on the rooftops or balconies of the houses.

The COVID-19 and the subsequent curfew have imprisoned the devotees within the four walls of their houses.

The Chariots of the Lords are being pulled only by the sevayats who have tested negative for COVID-19.

The Rathas rumble to the left and right in their slow, arduous journey towards the Gundicha temple.

Only a day ago, devotees across the world were dallying in suspense over whether the Lord would come out of his abode or not. It almost seemed as if Lord Jagannath would not be able to meet his devotees this year, as if corona had indeed won!

However, in the end, as all good endings happen, the Lord arrived, if only to bolster the hopes of millions of devotees across the world that not all is lost in the battle against corona.

The Supreme Court allowed the conditional observance of the Ratha Yatra, in recognisance of the devotion of millions of people.

In the midst of security forces and his sevayats, the Lord travels this year.

With Puri being sealed to travellers from outside the district and there being a curfew on the district itself, the Lord himself must feel the throes of loneliness, a direct consequence of the pandemic.

Devotees remained glued to their televisions, watching with tears in their eyes, the procession of the Lord moving through the town.

The pandemic may be ravaging lives throughout the world, but, for the devotees of the Lord, he stands as a beacon of faith, bringing cheer and hope to millions in the fight against the coronavirus.

LocalWire

Filed Under: English, Festivals Tagged With: Festival, Odisha, puri

Santhals celebrate the festival of flowers

March 13, 2020 By Sukant Sahu Leave a Comment

Baripada, March 13 (LocalWire):-The Santhal community in the tribal-dominated Mayurbhanj district celebrated Sarhul, a festival of flowers to worship the mother god.

The unique festival also called Baha started in the second of February. It will continue till mid-March.

The tribal danced to the tune of drums, performed rituals, carried out processions and sacrificed hundreds of hens.

They celebrated the festival every year when the saal trees get new flowers on their branches.

‘Marangburu Menko Turak’ means Pandab’s five brothers and Draupadi also celebrated this festival in the forest during their Vanabas (exile), said Yoja Majhi a resident.

The festivities conclude with songs and dances in which the whole village joins the merry maker’s procession which starts from the priest’s house and ends in the headman’s house.

The importance of the festival is that the community people never pluck or use flowers and berries whenever they observe the festival.

They believe that people are survived by mother nature, so they first offer new flowers and leaves before their god.

They perform several rituals at ‘Jahersthan’, a place they considered auspicious.

People organise community feast. This ritual is also called water festival where water is sprinkled on all.

It is similar to Holi but colours are not used.

The festival which is dedicated to flowers and berries like Sal, Mango, Jackleg, Mahul, and Dhatika completes on Pana Sankranti.

LocalWire

Filed Under: English, Festivals Tagged With: Baripada, Festivals, Mayurbhanj, Odisha

ବିଶେଷ: ଶୁଣିବାକୁ ମିଳୁ ନାହିଁ ହୋଲି ଲୋକ ଗୀତ

March 10, 2020 By LocalWire Leave a Comment

ବରଗଡ଼,ମାର୍ଚ୍ଚ ୧୦ (ଲୋକାଲ ୱାୟାର): କାହିଁ କେଉଁ ଅନାଦି କାଳରୁ ଭାରତୀୟମାନେ ପାଳନ କରିଆସୁଛନ୍ତି ରଙ୍ଗ ଓ ମୈତ୍ରୀର ପର୍ବ ହୋଲି କିନ୍ତୁ ଆଉ ଶୁଣିବାକୁ ମିଳୁ ନାହିଁ ହୋ…ହୋ…ହୁଲେରେ ଲୋକ ଗୀତ ।

ତେବେ ହୋଲି ପାଳନ ଅବସରରେ ଲୋକମାନେ ପରସ୍ପରକୁ ରଙ୍ଗ ତଥା ଅବିର ଲଗାଇବା ସହ ଅଭିନନ୍ଦନ ଜଣାଇବା ପରମ୍ପରା ରହିଆସିଛି ।

ଆଉ ଏହି ରଙ୍ଗ ଖେଳ ସମ୍ପର୍କରେ ବହୁଗୁଡ଼ିଏ ପୌରାଣିକ କିମ୍ବଦନ୍ତୀ ମଧ୍ୟ ରହିଛି ।

ରଙ୍ଗ ଖେଳକୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ଏହାର କେତେକ ହିତକାରୀ ଉପାୟେତା ରହିଥିବା ଜଣାଯାଏ ।

ଏହି ହୋଲି ସହ ଜଡ଼ିତ ଥିବା ଆଉ ଏକ ଐତିହ୍ୟ ତଥା ପରମ୍ପରା ହେଉଛି ହୋଲିକା ଦହନ ।

ହୋଲିକା ଦହନ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ପାଳନ କରାଯାଉଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଏହାର ସ୍ୱାତନ୍ତ୍ରତା ଅନ୍ୟତମ ।

ତେବେ କେତେକ କାରଣ ବଶତଃ ହୋଲିକା ଦହନ ଏବେ ତାର ସ୍ୱାତନ୍ତ୍ରତା ହରାଇ ବସିବା ସହ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ।

ଦୋଳ ପୂର୍ଣ୍ଣିମାର ପୂର୍ବଦିନ ସନ୍ଧ୍ୟାରେ ସହରର ବିଭିନ୍ନ ପଡ଼ା ତଥା ସାହିରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ଏଥିପାଇଁ ପ୍ରାୟ ସାତଦିନ ପୂର୍ବରୁ ପଡ଼ାର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସଭିଏଁ ଘରଘର ବୁଲି ହୋଲିକା ଦହନ ପାଇଁ କାଠ, ଫଟାକୁଲା, ଝାଡ଼ୁ, ପୁରଣା ଭୁଗା, ଟୁପୁଲି, କୁଟା କାଠି ଜାଳ ଆଦି ସଂଗ୍ରହ କରିଥାନ୍ତି ।

ଘରଘର ବୁଲି କାଠ ମାଗିଲାବେଳେ ସମ୍ପୃକ୍ତ ପିଲା ତଥା ଯୁବକମାନେ ଲୋକ ପରମ୍ପରା ସହ ଜଡ଼ିତ ଲୋକଗୀତ ଗାଇ ଗାଇ ପଡ଼ା ବା ସାହିରେ ବୁଲୁଥିଲେ।

ଲୋକଙ୍କ ମୁହଁରୁ ଶୁଣାଯାଉଥିବା ଏହି ପାରମ୍ପରୀକ ଲୋକଗୀତା ବା ଲୋକ କଥା ଗୁଡ଼ିକ ଆଉ ଶୁଣିବାକୁ ମିଳୁନାହିଁ ।

ଏହାର ମୁଖ୍ୟ କାରଣ ହେଉଛି ହୋଲିକା ଦହନ କାର୍ଯ୍ୟକ୍ରମ ଲାଗି ସ୍ଥାନ ଓ କାଠର ଅଭାବ ।

ପ୍ରାୟ ଘରମାନଙ୍କରେ ଷ୍ଟୋଭ୍, ଗ୍ୟାସଚୁହ୍ଲା, ହିଟର ଆଦି କାଠର ସ୍ଥାନ ନେଇସାରିଥିବା ବେଳେ ଜନସଂଖ୍ୟା ବୃଦ୍ଧି କାରଣରୁ ସବୁଆଡ଼େ କଂକ୍ରିଟ ଜଙ୍ଗଲଖେିବାକୁ ମିଳୁଛି ।

ହୋଲିକା ଦହନ ବା ହୋଲ ପୋଡ଼ି ସହ ଜଡ଼ିତ ପୌରାଣିକ କିମ୍ବନ୍ତୀ ହେଉଛି ଭଗବାନ ବିଷ୍ଣୁଙ୍କ ଠାରୁ ଅଭିଶାପ ପାଇ ବୈକୁଣ୍ଠପୁରର ଉଭୟ ଦ୍ବାରପାଳଜୟ ଓ ବିଜୟ ମର୍ତ୍ୟରେ ରାକ୍ଷସ ହିରଣ୍ୟକଶ୍ୟପୁ ଓ ହିରଣାକ୍ଷ ରୂପରେ ଜନ୍ମ ଗ୍ରହଣ କରିବା ପରେ ସେମାନଙ୍କ ଅତ୍ୟାଚର ବଢ଼ିଚାଲିଲା ।

ନୃସିଂହ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହଲ୍ଲାଦ ହିରଣ୍ୟକଶ୍ୟପୁର ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ ।

ପ୍ରହଲ୍ଲାଦ ସର୍ବଦା ହରିନାମ ଜପ କରିବାରୁ ରାକ୍ଷସ ରାଜ ହିରଣ୍ୟକଶ୍ୟପୁ ତାକୁ ମାରିବାକୁ ଚାହିଁଲେ ।

ହିରଣ୍ୟକଶ୍ୟପୁର ଭଉଣୀ ହେଉଛି ହୋଲିକା ।

ହୋଲିକା କଠୋର ତପସ୍ୟା କରି ବରପ୍ରାପ୍ତ ହୋଇଥିଲେ ଯେ, ସେ ନିଆଁରେ କେବେ ପୋଡ଼ିବେ ନାହିଁ, ମତ୍ର ସେ ଯାହାକୁ ସାଥିରେ ଧରି ଅଗ୍ନିରେ ପ୍ରବେଶ କରିବେ ସେ ଜଳିପୋଡ଼ି ପାଉଁଶ ହୋଇଯିବ ।

ତେଣୁ ହିରଣ୍ୟକଶ୍ୟପୁ ର ନେର୍ଦ୍ଦେଶରେ ହୋଲିକା ଭାତୃପୁତ୍ର ପ୍ରହଲ୍ଲାଦକୁ ମାରିବା ଉଦ୍ଦେଶ୍ୟରେ ତାଙ୍କୁ ସଙ୍ଗରେ ନେଇ ଅଗ୍ନିରେ ପ୍ରବେଶ କରିଥିଲେ ।

ମାତ୍ର ଏହି ସମୟରେ ଏକ ବିଚିତ୍ର ଘଟଣା ଘଟିଥିଲା ।

ଅଗ୍ନିର ପ୍ରକୋପ ବାଳକ ପ୍ରହଲ୍ଲାଦର ସାମନ୍ୟତମ କ୍ଷତି ଘଟାଇପାରିନଥିବା ବେଳେ ବରପ୍ରାପ୍ତହୋଲିକା ନିଆଁରେ ପୋଡ଼ି ଭଷ୍ମୀଭୂତ ହୋଇଯାଇଥିଲା ।

ଫଳରେ ଆସୁରିକ ଶକ୍ତିର ଏହି ବିନାଶ ଲୀଳାକୁ ଏବେ ମଧ୍ୟ ହୋଲିକା ଦହନ କରି ପାରମ୍ପରୀକ ରିତୀରେ ପାଳନ କରାଯାଉଛି ।

ଏହିଦିନ ଲୋକେ ଗୃହର ଆସୁରିକ ପରିବେଶ ତଥା ରୋଗବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଘରର ଜାବତୀୟ ପୁରୁଣା ସାମଗ୍ରୀ ଦେଇଥାଆନ୍ତି ।

ସେ ସବୁ ସଂଗ୍ରହ କରାଗଲା ପରେ ଗୋଟିଏ ସ୍ଥାନରେ ଜମା କରାଯାଇ ନିଶାର୍ଦ୍ଧରେ ପ୍ରଥମେ ସହରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ଗୁଡ଼ିରେ ଝାଙ୍କରଦ୍ୱାରାପୂଜାର୍ଚ୍ଚନା କରାଯାଇ ହୋଲିକାରେ ଅଗ୍ନି ସଂଯୋଗ କରାଯିବା ପରେ ସହରର ଅନ୍ୟ ପଡ଼ାର ହୋଲିକା ଦହନ ହୋଇଥାଏ ।

ବିଶେଷକରି ପଡ଼ାର ଉଦ୍ଭ୍ରାନ୍ତ ଯୁବକ ମାନେ ମଧ୍ୟରାତ୍ରୀରେ ଲୋକଗୀତ ଆଳରେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା, ଘରମାନଙ୍କର କବାଟ ବାଡ଼େଇଗୃହକର୍ତାଙ୍କ ଠାରୁ ଚାନ୍ଦା ଆଦାୟ କରିବା, ହୋଲ ମାଗିବା ଆଳରେ ଲୋକଙ୍କ ଘର ପାଚେରୀ ଡେଇଁ କାଠ ବ୍ୟତିରକେ ମୂଲ୍ୟବାନ ସାମଗ୍ରୀ ଚୋରୀକରିବା ଆଦି ଘଟଣା ଯୋଗୁଁ ହୋଲିକା ପୋଡ଼ି ଉତ୍ସବ ଖୁସି ଆଣିବା ପରିବର୍ତେ ଭୟ ଓ ବିଶାଦ ସୃଷ୍ଟି କରୁଛି ।

ବରଗଡ଼ରେ କେବଳ ମାରୱାଡ଼ି ସମ୍ପ୍ରଦାୟ ହୋଲିକା ଦହନ କାର୍ଯ୍ୟକ୍ରମକୁ ଦୀର୍ଘବର୍ଷ ହେବ ଆନନ୍ଦର ସହ ପାଳନ କରି ଆସୁଛନ୍ତି ।

ଏହି ଲୋକ ପରମ୍ପରାକୁ ବଜାୟ ରଖିବାକୁ ହେଲେ ପଡ଼ାର ମୁରବୀମାନେ ହୋଲପୋଡ଼ି ଉତ୍ସବର ନେତୃତ୍ୱ ନେବାକୁ ଆଗେଇ ଆସିବା ସହ ଉଚ୍ଛୃଙ୍ଖଳିତଯୁବକଙ୍କୁ ଏଥିରୁ ଦୁରେଇ ରଖାଯିବା ଉଚିତ୍ ।

ଲୋକାଲ ୱାୟାର

Filed Under: Festivals, Odia, Special, ପର୍ବପର୍ବାଣୀ, ବିଶେଷ Tagged With: Special, ଓଡିଶା, ପର୍ବପର୍ବାଣୀ, ବରଗଡ, ବିଶେଷ, ହୋଲି

ଓମ୍ ନମଃ ଶିବାୟରେ ପ୍ରକମ୍ପିତ ହେଲା ଏକାମ୍ରକ୍ଷେତ୍ର

February 21, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୧(ଲୋକାଲ ୱାୟାର): ପବିତ୍ର ମହାଶିବରାତ୍ରୀରେ ସମଗ୍ର ଏକାମ୍ର କ୍ଷେତ୍ର ଶୁକ୍ରବାର ଓମ୍ ନମଃ ଶିବାୟ, ହର୍ ହର୍ ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ।

ଲକ୍ଷାଧିକ ଭକ୍ତ ଉତ୍କଣ୍ଠିତ ଚିତ୍ତରେ ଅପେକ୍ଷା କରିଥିବା ବେଳେ ରାତି ୯ଟା ୪୫ ମିନିଟରେ ମହାଦୀପ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚୂଡ଼ାକୁ ଉଠିଥିଲା ।

ଜାଗର ପାଳି ଉଜାଗର ରହିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ମହାଦୀପ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି ।

ଗତକାଲି ରାତିଠାରୁ ମନ୍ଦିର ଆଖପାଖରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇ ଯାଇଥିଲା ।

ଭୋର୍ ୩ଟାରେ ସାହାଣମେଲା ଦର୍ଶନ ଲାଗି ଦ୍ୱାର ଖୋଲିବା ମାତ୍ରେ ଶୃଙ୍ଖଳିତ ଭାବେ ଭକ୍ତମାନେ ଧାଡ଼ି ବାନ୍ଧି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଆରମ୍ଭ କରିଥିଲେ ।

ଭକ୍ତଗଣ ମୁଖ୍ୟଦ୍ୱାରରେ ପ୍ରବେଶ କରି ଦର୍ଶନ ପରେ ଦକ୍ଷିଣ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରୁଥିଲେ ।


ଦିନ ସାରା ଅନ୍ୟନ୍ୟ ନୀତିକାନ୍ତି ସୁଚାରୂ ରୂପେ ହେବା ପରେ ସନ୍ଧ୍ୟା ଧୂପ ହୋଇ ଠାକୁର ବେଢ଼ା ପରିକ୍ରମା କରିଥିଲେ । ପବିତ୍ର ବିନ୍ଦୁସାଗର ଜଳ ଆଣି ଠାକୁରଙ୍କ ମାଘ ସ୍ନାନ କରାଯାଇଥିଲା ।

ରାତି ସାଢ଼େ ୯ଟା ପରେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଉଠିଥିଲେ ।

ଚଳିତ ବର୍ଷ ଏକାମ୍ର କ୍ଷେତ୍ରର ବିକାଶ ଯୋଜନାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ରୁ ବହୁ ଅବରୋଧ ହଟାଇ ଦିଆଯାଇ ରାସ୍ତା ଗୁଡ଼ିକୁ ଚଉଡ଼ା କରାଯାଇଥିବାରୁ ସମଗ୍ର ଅଞ୍ଚଳର ଦୃଶ୍ୟ ଚମତ୍କାର ହୋଇପାରିଛି ଏବଂ ଭକ୍ତ ଗଣ ବେଶ୍ ସହଜରେ ଠାକୁର ଓ ମହାଦୀପ ଦର୍ଶନ କରିପାରିଛନ୍ତି ।

ଲୋକାଲ ୱାୟାର

Filed Under: Festivals, Odia, ପର୍ବପର୍ବାଣୀ Tagged With: Festivals, ଓଡିଶା, ପର୍ବପର୍ବାଣୀ, ଭୁବନେଶ୍ୱର

ହରିବୋଲ ହୁଳହୁଳିରେ ପ୍ରକମ୍ପିତ ବାବା ଆଖଣ୍ଡଳମଣି, ୪ଟା ୩୦ରେ ଉଠିବ ମହାଦୀପ

February 21, 2020 By Pramod Ray Leave a Comment

ଭଦ୍ରକ, ଫେବ୍ରୁଆରୀ ୨୧(ଲୋକାଲ ୱାୟାର): ପବିତ୍ର ମହାଶିବରାତ୍ରୀରେ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିବା ବେଳେ ରାତ୍ର ୧ଟାରେ ସୁନାବେଶ ଓ ଭୋର ୪ଟା୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ଉଭୟ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ମନ୍ଦିରର ରୀତିନୀତି ଅନୁଯାୟୀ ଜାଗର ନୀତିକାନ୍ତି ପାଇଁ ଭୋର ୪ଟାରେ ଦ୍ୱାର ଫିଟା ହେବା ପରେ ମଙ୍ଗଳ ଆଳତୀ କରାଯିବା ସହିତ ୫.୧୫ଟାରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ କନିକା ରାଜାଙ୍କ ପକ୍ଷରୁ ପହିଲୁ ଘର୍ଷଣ ଭୋଗ କରାଯାଇଥିଲା ।

ସକାଳ ୫ଟା୩୦ରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା ।

ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା ସ୍ୱତନ୍ତ୍ର ବ୍ୟାରିକେଟ।

ଏଥିପାଇଁ ପୀଠରେ ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟତଦାରଖ କରିଥିଲେ ।

ବୈତରଣୀ ଓ ସାଳନ୍ଦୀ ନଦୀର ଜଳପଥ ଦେଇ ଆସୁଥିବା ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଥିଲା।

ସେହିପରି ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ସତ୍ୟସାଈ ସେବା ସଂସ୍ଥା ପକ୍ଷରୁ ପୀଠରେ ୪ଦିନ ଧରି ପୀଠର ପରିମଳ ସଫେଇ ସହ ଭକ୍ତମାନଙ୍କର ଦର୍ଶନ ଓ ଯାତାୟତ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ଲୋକାଲ ୱାୟାର

Filed Under: Festivals, Odia, ପର୍ବପର୍ବାଣୀ Tagged With: Festivals, ଓଡିଶା, ପର୍ବପର୍ବାଣୀ, ଭଦ୍ରକ

ଶିବରାତ୍ରୀରେ ଗୁପ୍ତେଶ୍ୱରରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ

February 21, 2020 By LocalWire Leave a Comment

କୋରାପୁଟ, ଫେବ୍ରୁଆରୀ ୨୧(ଲୋକାଲ ୱାୟାର): ଶିବରାତ୍ରୀ ଅବସରରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଶୁକ୍ରବାର ଲକ୍ଷାଧିକଙ୍କ ଶୈବଭକ୍ତଙ୍କ ସମାବେଶ ହୋଇଥିଲା ।

ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପଦେଶ ଓ ତେଲଙ୍ଗାନାରୁ ଆସିଥିବା ବହୁ ସଂଖ୍ୟକ ଭକ୍ତ କେଇ ଘଣ୍ଟା ପର୍ଯ୍ୟନ୍ତ ଲାଇନରେ ରହି ପ୍ରଭୁ ଗୁପ୍ତେଶ୍ୱରଙ୍କ ଦର୍ଶନ କରିଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ କୋରାପୁଟର ଶାବର ଶ୍ରୀକ୍ଷେତ୍ରରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ (ହରିଙ୍କୁ) ଏକ ସ୍ୱତନ୍ତ୍ର ଗାଡିରେ ସେବାୟତମାନେ ବାବା ଗୁପ୍ତେଶ୍ୱରଙ୍କ ପୀଠକୁ ଆଣିବା ପରେ ହରିହର ଭେଟ କରାଯାଇଥାଏ ।

ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ମନୋରମ ସାଂସ୍କୃତି କାର୍ଯ୍ୟକ୍ରମ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାର ତଦାରଖ କରିଥିଲେ ।

ଲୋକାଲ ୱାୟାର

Filed Under: Festivals, Odia Tagged With: Festivals, ଓଡିଶା, କୋରାପୁଟ, ପର୍ବପର୍ବାଣୀ

Five-day long Maha Shivratri festival kicks off at Mahabinayak temple

February 21, 2020 By Ashis Senapati Leave a Comment

Jajpur, Feb 21 (LocalWire) The five-day long Maha Shivratri festival kicked off with religious fervour and enthusiasm at the Mahabinayak temple near Chandikhola of Jajpur district on Friday.

In other temples of the state devotees observe Maha Shivaratri for one day only.

But at Mahabinayak temple people celebrate the festival for five days with ‘Yagna’ and ‘Homa’ every year.

The specialty of this temple is that the five Gods – Shiva, Vishnu, Durga, Sun and Ganapati are worshiped everyday in the sanctum sanctorum of the temple, said Sangram Mishra one of the priests of the temple.

According to mythology, it is believed that, Rati Devi, the wife of Kamadev worshipped here for the release of her husband from the curse of Lord Shiva.

With her prayer she was able to please Ganesh, Sun, Vishnu, Shiva and Durga and helped release her husband.

The festival has also boosted up the sale of earthen lamps.

About 20 stalls did brisk business on Friday because of Maha Shivaratri.

Hundreds of devotees also worshiped Lord Shiva at the famous Gokarneswar temple at Jaraka in Jajpur District.

Similarly, many devotees were spotted at the Chandaneswar temple at Jajpur, Mahadev temple at Kendrapada and other Shiva temples across Odisha on Friday .

LocalWire

Filed Under: English, Festivals Tagged With: Festivals, Jajpur, Odisha

Devotees flock to Gokarneshwar temple

February 21, 2020 By Hrusikesh Mohanty Leave a Comment

Berhampur, Feb 21 (LocalWire) Thousands of devotees from across Odisha and Andhra Pradesh thronged to the historic Gokarneshwar temple, situated in the hill-top of the Mahendragiri in Gajapati district on Friday.

Devotees flocked just to have a glimpse of the Shiva Linga and the Sun shine from the top of the mountain early morning, on occasion of Maha Shivaratri.

The devotees from far off places spent the night at the hill-top situated about 3000- feet above the sea level, a day before the Shivaratri and waited till the early Sun rise.

Over 50,000 people have gathered at the hill top.

People believe that the sins of a person will be washed away, if one witnesses the Sun rise as well as the Gokarneshwar Linga on the early morning of the Shivaratri in Mahendragiri.

There are four other temples dedicated to Yudhistira, Bhima, Arjuna and Kunti situated in the picturesque hill-top.

“We have made light arrangements by providing 15 generators, drinking water and health facilities, and somooth roads” said district collector, Anupam Saha .

At least two tehsildars and block development officers were monitoring the situation, in the hilltop, he said.

Police have made tight security arrangement in and around the hill-top.

At least 7 platoons of forces, several officers were deployed to maintain law and order situation and traffic control, said SP (Gajapati) Sarah Sharma. A temporary police control room was set up near the temple, he said.

LocalWire

Filed Under: English, Festivals Tagged With: Berhampur, Festivals, Odisha

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 18
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire